ନଗଡା ଦେଖିବ ଇକୋଲଜିଷ୍ଟିକ ପାର୍କ

ଯାଜପୁର() ଯାଜପୁର ନଗଡ଼ାରେ ହେବ ଇକୋଲଜିଷ୍ଟିକ ପାର୍କ । ଏନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ନଦୀରୁ ପାଇପ ଯୋଗେ ୩ ନଗଡ଼ାକୁ ପାନୀୟ ଜଳ ଯୋଗାଇ ଦିଆଯିବ ।

ସୂଚନାଅନୁସାରେ, ଆଜି ତଳନଗଡ଼ା ଯାଇ ବିଭିନ୍ନ ଉନ୍ନୟନମୂଳକ କାର୍ୟ୍ୟର ସ୍ଥିତି ସମୀକ୍ଷା କରିଛନ୍ତି ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ଆତ୍ମ ନିଯୁକ୍ତି ସକାଶେ ପ୍ରତି ପରିବାରକୁ ମହୁଚାଷ ପାଇଁ ୫ଟି ପ୍ରୋଜେକ୍ଟ ମିଳିବ । ନଗଡ଼ାରେ ଇକୋଲଜିଷ୍ଟିକ ପାକ ତିଆରି କରାଯିବ । ସୁକିନ୍ଦାରେ ଡିଏମଏଫ ଫଣ୍ଡର ସୁବିନିଯୋଗ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଦିବ୍ୟଶଙ୍କର ମିଶ୍ର ।

Share

Leave a Reply

Your email address will not be published. Required fields are marked *

20 + three =