୨ ଦିନରେ ୨୮ କୋଟି, ଦେଖନ୍ତୁ ଭିଡିଓ

ମୁମ୍ବାଇ() ଅପକମିଂ ବଲିଉଡ୍ ମୁଭି ‘ଛପାକ’ର ଟ୍ରେଲର ରିଲିଜ ହୋଇଛି । ଟ୍ରେଲର ରିଲିଜ ହେବାର ୨ଦିନ ମଧ୍ୟରେ ପ୍ରାୟ ୨୮ କୋଟିରୁ ଅଧିକ ଲୋକ ଦେଖି ସାରିଲେଣି ।

ମୁଭି ‘ଛପାକ୍’ରେ ଦୀପିକା ଜଣେ ଏସିଡ଼୍ ଆକ୍ରମଣ ପୀଡ଼ିତା ଭୂମିକାରେ ଅଭିନୟ କରଛନ୍ତି । ଏସିଡ଼୍ ପୀଡ଼ିତା ଲକ୍ଷ୍ମୀ ଅଗ୍ରୱାଲଙ୍କ ଜୀବନ କାହାଣୀ ଉପରେ ଆଧାରିତ ଏହି ମୁଭି ।
ଟ୍ରେଲର ଦେଖିବା ପରେ ସମସ୍ତେ ଦୀପିକାଙ୍କ ଅଭିନୟକୁ ପ୍ରଶଂସା କରିବା ସହ ମେକଅପକୁ ମଧ୍ୟ କାଫି ତାରିଫ୍ କରୁଛନ୍ତି । କିଛି ଲୋକଙ୍କୁ ଏହି ଟ୍ରେଲର କନ୍ଦାଇ ଦେଇଛି । ତେବେ ୧୦ ଜାନୁଆରୀ ୨୦୨୦ରେ ରିଲିଜ ହେବ ମୁଭି ।

 

Share

Leave a Reply

Your email address will not be published. Required fields are marked *

nineteen − sixteen =