ଷଷ୍ଠ ସେମିଷ୍ଟାରରେ ପ୍ରଥମ ହେଲେ ମୋନା

ବଲାଙ୍ଗୀର:ନାଁ ରଖିଲେ ମୋନା ଅଗ୍ରୱାଲ । ବଲାଙ୍ଗୀର ସହରରେ ଥିବା ଜେଏସଏମ ବାଣିଜ୍ୟ କଲେଜର ଛାତ୍ରୀ ମୋନା ଅଗ୍ରୱାଲ୍ ସମ୍ବଲପୁର ବିଶ୍ୱବିଦ୍ୟାଳୟ ବିକମ୍ ସିକ୍ସ୍ ସେମିଷ୍ଟାରେ ସି.ଜି.ପି.ଏ ୯.୨୧ ସହିତ ଦ୍ୱିତୀୟ ସ୍ଥାନ ଅଧିକାର କରିବା ସହ ବଲାଙ୍ଗୀର ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଛାତ୍ରୀ ମୋନା ଅଗ୍ରୱାଲ୍ କଲେଜର ସମସ୍ତ ଶିକ୍ଷକ ଓ ପିତା ମାତାଙ୍କୁ ଶ୍ରେୟ ଦେଇଛନ୍ତି । ଯାହା ଆଗାମୀ ଦିନରେ ଛାତ୍ରଛାତ୍ରୀଙ୍କ ଅଧ୍ୟୟନରେ ସହାୟ ହେବ ଏବଂ ଉଚ୍ଚାଭିଲାଷୀ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏହି ଯେ,ଏସ,ଏମ, ବାଣିଜ୍ୟ କଲେଜ ମାର୍ଗଦର୍ଶୀ ସାଯିବ।

Share

Leave a Reply

Your email address will not be published. Required fields are marked *

5 × one =