ସରିଲା କୁଳପତିଙ୍କ ବୈଠକ

ଭୁବନେଶ୍ୱର: ଆଜି ସମସ୍ତ ବିଶ୍ୱ ବିଦ୍ୟାଳୟର କୁଳପତି ମାନଙ୍କ ବସିଥିଲା ବୈଠକ । ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସହ ବିଭାଗୀ ପ୍ରମୁଖ ଶାସନ ସଚିବଙ୍କ ସହ କୁଳପତିଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା । ଆସନ୍ତା ୧୮ ତାରିଖରେ ଚୁଡାନ୍ତ ନିଷ୍ପତି ନିଆଯିବ । ଗତବର୍ଷ କିପରି ପରୀକ୍ଷା ହୋଇଥିଲା ସେନେଇ ଆଲୋଚନା ହୋଇଥିଲା । ତେବେ ଚଳିତ ବର୍ଷ ୟୁଜି ପିଜି ପରୀକ୍ଷା ହୋଇପାରେ ବୋଲି କହିଛନ୍ତିି ମନ୍ତ୍ରୀ ଅରୁଣ ସାହୁ । କୁଳପତିମାନେ ଛାତ୍ରଛାତ୍ରୀ ଓ ଅଧ୍ୟକ୍ଷଙ୍କ ସହ ଆଲୋଚନା କରିବା ପରେ ସବିଶେଷ ତଥ୍ୟ ଦେବେ ।

Share

Leave a Reply

Your email address will not be published. Required fields are marked *

twelve + 1 =