ଦିନକ ପରେ ମାଟ୍ରିକ ଫଳ

ଭୁବନେଶ୍ୱର() ଚଳିତ ମାସ ୨୯ ତାରିଖରେ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବ । ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିଖ୍ୟା ମନ୍ତ୍ରୀ ସମୀର ଦାସ ।

ଚଳିତ ବର୍ଷ ୧୯ ଫେବୃଆରୀରେ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଥିବାବେଳେ ମାର୍ଚ୍ଚ ୨ରେ ଶେଷ ହୋଇଥିଲା  । ପ୍ରାୟ ୫.୬ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି  । ଦୁଇ ସପ୍ତାହ ତଳେ ମାଟ୍ରିକ ଖାତା ମୂଲ୍ୟାୟନ ଶେଷ ହୋଇଥିଲା  । କରୋନା ପାଇଁ ଚଳିତ ବର୍ଷ ମୂଲ୍ୟାୟନରେ ବାଧା ସୃଷ୍ଟି ହେବାରୁ ପରୀକ୍ଷା ଫଳ ବିଳମ୍ବିତ ହୋଇଯାଇଛି  ।

Share

Leave a Reply

Your email address will not be published. Required fields are marked *

thirteen − 5 =