ଖୋଲିପାରେ ଲକଡାଉନ୍‌

ଭୁବନେଶ୍ୱର: ଦିଲ୍ଲୀ ପରେ ପଶ୍ଚିମବଙ୍ଗରେ ଖୋଲିଛି ଲକଡାଉନ । ତେବେ ରାଜ୍ୟରେ କେବେ ଖୋଲିବ ତାଲା । ଏନେଇ ସବୁଠି ଚାଲିଛି ବିଚାର ବିମର୍ସ । ଏହାରି ଭିତରେ ଆଜି ଦିନ ସାଢ଼େ ଗୋଟେରେ ସମ୍ବୋଧନ କରିବେ ମୁଖ୍ୟ ଶାସନ ସଚିବ । ଲକଡାଉନ ଖୋଲିବା ନେଇ ଘୋଷଣା କରି ପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି । ତେବେ କିଛି କଟକଣା ମଧ୍ୟରେ ରାଜ୍ୟରେ ଅନଲକ ପ୍ରକ୍ରିୟା ଆରମ୍ଭ ହୋଇପାରେ । ତେବେ କଣ କଣ ସବୁ ନୂଆ କଟକଣା କରାଯିବ । ଲକଡାଉନ ଖୋଲିବ ନାଁ ବଢ଼ିବ ଏନେଇ ନେଇ ଏବେ ସବୁଠି ଆରମ୍ଭ ହୋଇଛି ଚର୍ଚ୍ଚା ।

Share

Leave a Reply

Your email address will not be published. Required fields are marked *

18 + six =