ରୂପା ଛାଉଣୀ ହେବ ଲିଙ୍ଗରାଜ ମନ୍ଦିର ଦ୍ୱାର

ଭୁବନେଶ୍ୱର: ବଦଳିବ ଢାଞ୍ଚା । ରୂପାରେ ଛାଉଣୀ ହେବ ଦ୍ୱାର । ଶ୍ରୀମନ୍ଦିର ପରେ ଏବେ ଲିଙ୍ଗରାଜ ମନ୍ଦିରର ସିଂହଦ୍ୱାର ମଧ୍ୟ ରୂପ ଛାଉଣୀ କରାଯିବ । ଏନେଇ ଦିଆଯାଇଥିବା ଏକ ପ୍ରସ୍ତାବରେ ମୋହର ଲାଗିଛି ।
ଏଏସଆଇ କାର୍ୟ୍ୟାଳୟରେ ଅନୁଷ୍ଠିତ ହୋଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏନେଇ ନିଷ୍ପତି ନିଆଯାଇଛି । ବିଏମସି କମିଶନରଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଏଏସଆଇ ଭୁବନେଶ୍ୱର ଏଡିଏମ, ଏଏସଆଇଇ ସୁପରିଟେଣ୍ଡେଣ୍ଟ ଏବଂ ୪ ନିଯୋଗର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ । ଏହି ବୈଠକରେ ଲିଙ୍ଗରାଜ ମନ୍ଦିରର ସିଂହଦ୍ୱାର ରୂପା କବାଟ ଲାଗିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା । ଏହା ଉପରେ ସମସ୍ତଙ୍କର ସହମତି ମିଳିଛି ।

Share

Leave a Reply

Your email address will not be published. Required fields are marked *

20 − three =