ପ୍ରକାଶ ପାଇଲା ଜେଇଇ ଆଡଭାନ୍ସ ଫଳ

ନୂଆଦିଲ୍ଲୀ() ଜେଇଇ ଆଡଭାନ୍ସ ୨୦୨୦ ଫଳାଫଳ ଆଜି ପ୍ରକାଶ ପାଇଛି । ଏହି ପରିକ୍ଷାରେ ସମୁଦାୟ ୧,୫୦,୮୩୮ ପ୍ରାର୍ଥୀ ଅଂଶ ଗ୍ରହଣ କରିଥିଲେ । ପେପର ୧ ଓ ୨ରେ ୪୩, ୨୦୪ ପରୀକ୍ଷାର୍ଥର ଉତ୍ତୀର୍ଣ୍ଣ କରିଛନ୍ତି । ମୋଟ ଯୋଗ୍ୟ ପ୍ରାର୍ଥୀଙ୍କ ମଧ୍ୟରୁ ୬,୭୦୭ ଜଣ ମହିଳା ଅଟନ୍ତି।

ତେବେ ୭୩ତମ ରାଙ୍କ ସହ ଦେବାଶିଷ ରାଉତ ଓଡିଶାରେ ଟପ୍ପର ହୋଇଛନ୍ତି । ଜେଇର ରେଜଲ୍ଟ result.jeedv.ac.in ରେ ଉପଲବ୍ଧ ହୋଇଛି ।

Share

Leave a Reply

Your email address will not be published. Required fields are marked *

3 × 5 =