କରୁଣା ସମ୍ପର୍କରେ ସାଇ କଣ କହିଛନ୍ତି

ଭୁବନେଶ୍ୱର: ସାଇ କରୁଣାର ମୂର୍ତ୍ତିମନ୍ତ ପ୍ରତୀକ । ଜଗତର ସମସ୍ତ ମନୁଷ୍ୟ ଓ ପ୍ରାଣୀଙ୍କ ପ୍ରତି ତାଙ୍କର ପ୍ରେମର ଧାରା ସମଧାରାରେ ଉନ୍ମୁକ୍ତ ଥିଲା । ସେ ଥିଲେ ସର୍ବଜୀବ ପ୍ରେମର ପ୍ରବକ୍ତା । ସମସ୍ତଙ୍କ ମଧ୍ୟରେ ସେ ଇଶ୍ୱରଙ୍କୁ ଦର୍ଶନ କରୁଥିଲେ । ସମସ୍ତଙ୍କୁ ସେ ବିରୁଦ୍ଧ ଚିତ୍ତରେ ଭଲ ପାଉଥିଲେ । ଏ ବିଷୟରେ ଅଧିକ ଜାଣିବା ପାଇଁ ଶ୍ରୀ ସାଇ ସତଚରିତ ପଢ଼ନ୍ତୁ । ତମେ ଅପରକୁ ଭଲ ପାଇ ନପାର, କିନ୍ତୁ ଘୃଣା କର ନାହିଁ । ଯଦି ମନୁଷ୍ୟର ଅନ୍ତରରେ ଅପର ପ୍ରତି ଦୟା ଭାବ ନାହିଁ ସେ କିଭଳି ଆଶା କରିବ ଇଶ୍ୱରଙ୍କ ଦୟା ପାଇବା ପାଇଁ?

Share

Leave a Reply

Your email address will not be published. Required fields are marked *

9 + 4 =