ଜଟିଆବାବା ପାହାଡରୁ ଖସିଲା ପଥର, ୬ ଗୁରୁତର

ସୁନ୍ଦରଗଡ() ସୁନ୍ଦରଗଡ ଜିଲ୍ଲା ହାତୀବାରି ଥାନା କନ୍ଦରକେଲା ସ୍ଥିତ ଜଟିଆବାବା ପାହାଡରେ ଥିବା ଶିବ ମନ୍ଦିରରେ ଅଘଟଣ ଘଟିଛି । ପାହାଡ ଉପରେ ଥିବା ଜଟିଆ ବାବା ମନ୍ଦିରରେ ପୂଜାର୍ଚ୍ଚନା ଚାଲିଥିବା ସମୟରେ ପାହାଡରୁ ପଥର ଖସିପଡିଛି । ଫଳରେ ୬ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କ ମଧ୍ୟରେ ୨ ବର୍ଷର ଶିଶୁ , ୧୨ବର୍ଷର ନାବାଳିକା , ୧୧ବର୍ଷର ନାବାଳିକା ସହ ୨ ମହିଳା ।

Share

Leave a Reply

Your email address will not be published. Required fields are marked *

one × three =