ନିମାପଡାରୁ ଆସିଲା ସାଂଘାତିକ ଅଭିଯୋଗ ।ଗ୍ରାହାକ ପାଉଛନ୍ତି ନକଲି ଜିନିଷ

ଗୋଟେପଟେ ତେଲଦର ବୃଦ୍ଧିହେବା ଫଳରେ ଆନ୍ଦୋଳନ ପରେ ଆନ୍ଦୋଳନ ଚାଲିଛି । ହେଲେ ଆଉ ଗୋଟେ ପଟେ ଗ୍ରାହାକଙ୍କୁ ମିଳୁନି ଅସଲି ତେଲ । ପେଟ୍ରୋଲ ପରେ ଏବେ ଡିଜେଲରେ ପାଣି ମିଶୁଥିବା ଘଟଣା ସାମ୍ନାକୁ ଆସିଛି ।ଅପମିଶ୍ରିତ ଡିଜେଲକୁ ନେଇ ଗତକାଲି ରାତିରେ ନିମାପଡା ଅଂଚଳରେ ଥିବା ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପରେ ଉତେଜନା ଦେଖିବାକୁ ମିଳିଥିଲା ।ପରିସ୍ଥି୍୍ତି ଭୟାଭୟ ହେବାରୁ ଘଟଣା ସ୍ଥଳେ ପୋଲିସ ପହଂଚି ଉତେଜନାକୁ ରୋକିଥିଲା

Share

Leave a Reply

Your email address will not be published. Required fields are marked *

3 + six =