ଖୋର୍ଦ୍ଧା ଏସପି ଅଜୟ ପ୍ରତାପ ସ୍ୱାଇଁଙ୍କୁ କରୋନା

ଭୁବନେଶ୍ବର() ଖୋର୍ଦ୍ଧା ଏସପି ଅଜୟ ପ୍ରତାପ ସ୍ୱାଇଁଙ୍କୁ କରୋନା । ତାଙ୍କ ସ୍ବାବ ରିପୋର୍ଟ ପଜିଟିଭ ଆସିଥିବା ଏସପି ନିଜେ ସୂଚନା ଦେଇଛନ୍ତି । ଏସପି କହିଛନ୍ତି, ଜିଲ୍ଲା ପୋଲିସ ମୁଖ୍ୟାଳୟର ଜଣେ ଷ୍ଟାଫ କରୋନାରେ ଆକ୍ରାନ୍ତ ହୋଇଥିଲେ । ସପୃକ୍ତ ଷ୍ଟାଫ ଆକ୍ରାନ୍ତ ହେବାରୁ ଅନ୍ୟ ସମସ୍ତଙ୍କ ସ୍ବାବ ନିଆଯାଇଥିଲା । ସ୍ବାବ ଟେଷ୍ଟରେ ଏସପିଙ୍କ ରିପୋର୍ଟ ପଜିଟିଭ ଆସିଛି । ତେବେ ତାଙ୍କର କୈ।ଣସି ଲକ୍ଷଣ ନଥିଲା ବୋଲି ଏସପି ସୂଚନା ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

sixteen + 5 =