ବିଜେଡି ଜିଲ୍ଲା ସଭାପତି ତାଲିକା ଘୋଷଣା

ଭୁବନେଶ୍ୱର() ବିଜେଡି ଜିଲ୍ଲା ସଭାପତି ତାଲିକା ଘୋଷଣା କରାଯାଇଛି । ରାଜ୍ୟର ୩୩ ସାଙ୍ଗଠନିକ ଜିଲ୍ଲାର ସଭାପତିଙ୍କ ନାଁ ଘୋଷଣା କରାଯାଇଛି । ଏନେଇ ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ଭୁବନେଶ୍ୱର-ଅନନ୍ତ ନାରାୟଣ ଜେନା, ଖୋର୍ଦ୍ଧା- ବିଭୂତି ବଳବନ୍ତରାୟ,ଅନୁଗୁଳ- ମହେନ୍ଦ୍ର ବସ୍ତିଆ , ବାଲେଶ୍ୱର- ରବୀନ୍ଦ୍ର ଜେନା, ବରଗଡ- ବିଜୟ ରଂଜନ ସିଂ ବରିହା, ଭଦ୍ରକ- ଜଗନ୍ନାଥ ସ୍ୱାଇଁ, ବଲାଙ୍ଗିର- ଟୁକୁନି ସାହୁ, ବୌଦ୍ଧ ମହିଧର ରଣା , କଟକ- ଦେବାଶିଷ ସାମନ୍ତରାୟ, ଦେବଗଡ- ରୋମାଂଚ ରଂଜନ ବିଶ୍ୱାଳ, ଢେଙ୍କାନାଳ- ପ୍ରଫୁଲ ମଲ୍ଲିକ. ଗଜପତି- ପ୍ରଦୀପ ନାୟକ , ଗଂଜାମ-ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ଜଗତସିଂହପୁର- ପ୍ରଶାନ୍ତ ମୁଦୁଲି, ଯାଜପୁର- ସରୋଜ ମହାପାତ୍ର , ଝାରସୁଗୁଡା- କିଶୋର ମହାନ୍ତି, କଳାହାଣ୍ଡି- ପୁଷ୍ପେନ୍ଦ୍ର ସିଂଦେଓ, କନ୍ଧମାଳ- ସରୋଜ କର୍ଣ୍ଣ, କେନ୍ଦ୍ରାପଡା- ଉକ୍ରଳ କେଶରୀ ପରିଡା , କେନ୍ଦୁଝର- ମାଧବ ସର୍ଦ୍ଧାର, କୋରାପୁଟ- ଈଶ୍ୱର ପାଣିଗ୍ରାହୀ, ମାଲକାନଗିରି- ପୂର୍ଣ୍ଣଚନ୍ଦ୍ର ବାକା, ପୁରୀ-ମହେଶ୍ୱର ମହାନ୍ତି , ମୟୁରଭଂଜ-କାଶୀନାଥ ହେମ୍ବ୍ରମ, ମୟୁରଭଂଜ ସଦର- ସୁଦାମ ମାରାଣ୍ଡି ।

Share

Leave a Reply

Your email address will not be published. Required fields are marked *

two + 11 =