ଅଭିଜିତଙ୍କୁ କ୍ଷମା କଲେ ସରକାର

ଭୁବନେଶ୍ୱର () ରାଜ୍ୟ ସରକାର ଅଭିଜିତ ଆୟାର ମିତ୍ର ବିରୋଧରେ ସମସ୍ତ ମାମଲା ପ୍ରତ୍ୟାହାର କରିଛନ୍ତି । ଏ ସମ୍ପର୍କରେ ଗୃହ ବିଭାଗ ପକ୍ଷରୁ ନିର୍ଦେଶନାମ ପ୍ରକାଶ ପାଇଛି । ଅଭିଜିତ ଆୟାର ଏଥିପାଇଁ ରାଜ୍ୟ ସରକାରଙ୍କୁ ଅପିଲ କରିଥିଲେ । ଅଭିଜିତ ଓଡିଶା ଏବଂ ବିଧାୟକଙ୍କ ସମ୍ପର୍କରେ ଦେଇଥିବା ମନ୍ତବ୍ୟ ପାଇଁ ନିସର୍ତ୍ତ କ୍ଷମା ମାଗିଛନ୍ତି । ବିଧାନସଭାର ଗୃହ କମିଟି ମଧ୍ୟ ତାଙ୍କୁ କ୍ଷମା କରିବାକୁ ସୁପାରିଶ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

one × 1 =