ଭୁବନେଶ୍ୱର ଏମ୍ସ ଗରିବଙ୍କୁ ମାଗଣା ଇକମୋ ଚିକିତ୍ସା ଯୋଗାଇବ

ଭୁବନେଶ୍ୱର: କରୋନା ସମୟରେ ଏକ ଆଶ୍ୱସ୍ତିକର ଖବର । ଗରିବ ଲୋକଙ୍କୁ ଭୁବନେଶ୍ୱର ଏମ୍ସରେ ମିଳିବ ମାଗଣା ଇକମୋ ଚିକିତ୍ସା । ରାସନ କାର୍ଡଧାରୀ ଏବଂ ଗରୀବ ଲୋକଙ୍କୁ ଏହି ସୁବିଧା ଯୋଗଇବା ଲାଗି ଏମ୍ସ ଅଧିକ୍ଷକ ସଚ୍ଚିତାନନ୍ଦ ମହାନ୍ତି ସୂଚନା ଦେଇଛନ୍ତି । ଗତ ଜୁଲାଇ ୧୫ରୁ ଭୁବନେଶ୍ୱର ଏମ୍ସରେ କାର୍ଯ୍ୟକ୍ଷମ ହୋଇଛି ଇକମୋ ମେସିନ୍ ।

Share

Leave a Reply

Your email address will not be published. Required fields are marked *

fifteen − seven =