ଭାରତୀୟଙ୍କୁ ଉଠାଇ ନେଲା ତାଲିବାନ!

କାବୁଲ: କାବୁଲ ଏୟାରପୋର୍ଟରୁ ୧୫୦ ଜଣଙ୍କୁ ଉଠାଇ ନେଲେ ତାଲିବାନୀ ଆତଙ୍କି । ତେବେ ଏମାନଙ୍କ ମଧ୍ୟରେ ଅନେକ ଭାରତୀୟ ଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରସାରଣ କରାଯାଉଛି । କାବୁଲ ଏୟାରପୋର୍ଟ ଗେଟ୍ ବାହାରୁ ଏମାନଙ୍କୁ ଉାଂଇ ନେଇଛନ୍ତି । ତେବେ ଭାରତୀୟମାନଙ୍କୁ ନେଇଥିବା ନେଇ କହିଛନ୍ତି ତାଲିବାନ ମୁଖପାତ୍ର । ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା । ତେବେ ପରବର୍ତ୍ତୀ ଆଭିମୁଖ୍ୟ କଣ ହେବ ତାଉପରେ ରହିଛି ସମସ୍ତଙ୍କ ନଜର ।

Share

Leave a Reply

Your email address will not be published. Required fields are marked *

7 − one =