ଅଫିସରେ ନିଆଁ ଲଗାଇଲେ ଦୁର୍ବୃର୍ତ

ସମ୍ବଲପୁର ଠାରେ ଥିବା ମାଧ୍ୟମିକ ଶିକ୍ଷା ପରିଷଦ ଅଫିରେ କେତେକ ଦୁର୍ବୃର୍ତ ନିଆଁ ଲଗାଇଦେବା ଫଳରେ ଅଫିସର ବହୁ ଗୁରୁତ୍ୱପୁର୍ଣୃୂ କାଗଜପତ୍ର ସହ ୨ଟି ବାଇକ ମଧ୍ୟ ପୋଡିଯାଇଛି । ୪/୫ଦୁର୍ବୃର୍ତ ଆକସ୍ମିକ ଭାବେ ଅଫିସ ଭିତରେ ପଶି ନିଆଁ ଲଗାଇଦେଇଥିଲେ ବୋଲି ପରିଷଦର ଡେପୁଟି ସେକ୍ରେଟାରୀ ସୁର୍ଯ୍ୟମଣି ମାଝି ସୂଚନା ଦେଇଛନ୍ତି । ସମ୍ବଲପୁର ଜେଲ ଛକରେ ଥିବା ଏହି ଅଫିସରେ ନିଆଁ ଲାଗିଥିବା ଖବର ପାଇ ଦମକଳ ବାହିିନୀ ଘଟଣା ସ୍ଥଳରେ ପହଂଚି ନିଆଁକୁ ଆୟତ କରିଥିଲେ । ଦୁର୍ବୃର୍ତ ମାନଙ୍କର ଏପରି କାଣ୍ଡ ଭିଆଇବା ପଛରେ ଥିବା ରହସ୍ୟ କିଛି ଜଣା ପଡିନାହିଁ । ପୋଲିସ ଘଟଣାର ତଦନ୍ତ କରୁଛି ।

Share

Leave a Reply

Your email address will not be published. Required fields are marked *

three − 2 =