ଭୁଲ ମାଗିଲେ ପ୍ରଜ୍ଞା ଠାକୁର

ନୂଆଦିଲ୍ଲୀ()  ଆଜି ବିଜେପି ସାଂସଦ ସ୍ୱାଧ୍ୱୀ ପ୍ରଜ୍ଞା ସିଂହ ଠାକୁର ନାଥୁରାମ ଗଡସେଙ୍କୁ ଦେଇଥିବା ଟିପ୍ପଣୀ ଉପରେ ସଫେଇ ଦେବା ସହ କ୍ଷମା ମାଗିଛନ୍ତି ।

ସେ ଲୋକସଭାରେ ଲିଖିତ ବୟାନ ଦେଇ କହିଥିଲେ ଯେ, ମୋ ବୟାନକୁ ଭୁଲ ଭାବେ ପ୍ରଦର୍ଶିତ କରାଯାଇଛି । ତେବେ ସେ ସଫେଇ ଦେବା ପରେ ମଧ୍ୟ ସଂସଦରେ ହଙ୍ଗାମା ଜାରି ରହିଥିଲା । ଏହାସହ ସେ କହିଥିଲେ ଯେ, ସଂସଦରେ ଜଣେ ସାଂସଦ ତାଙ୍କୁ ଆତଙ୍କବାଦୀ ବୋଲି କହିଥିଲେ । କିନ୍ତୁ ତାଙ୍କ ବିରୋଧରେ କୌଣସୀ ଅଭିଯୋଗ ପ୍ରମାଣିତ ହୋଇନାହିଁ । ତାଙ୍କ ବୟାନ କିଛି ଥିଲା କିନ୍ତୁ ତାକୁ ଭୁଲ ଭାବେ ଦର୍ଶାଯାଇଛି ।

Share

Leave a Reply

Your email address will not be published. Required fields are marked *

two + five =