ଓଡିଶାରେ ଆଉ ୨ କରୋନା ପଜିଟିଭ

ଭୁବନେଶ୍ବର() ରାଜ୍ୟରେ ଆଉ ୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ସର୍ବମୋଟ ୨୯୮ନମୁନା ପରୀଖ୍ୟା କରାଯାଇଥିଲା । ସେଥିରୁ ୨ପଜିଟିଭ ରିପୋର୍ଟ ବାହାରିଛି । ଏନେଇ ସ୍ବାସ୍ଥ୍ୟ ବିଭାଗ ନିଜ ଓ୍ବବସାଇଟରେ ସୂଚନା ଦେଇଛି । ତେବେ ବର୍ତ୍ତମାନ ରାଜ୍ୟରେ ୫୦ରେ ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଥିବା ବେଳେ ସେଥିରୁ ୧୨ ସୁସ୍ଥ ହୋଇଥିବା ବେଳେ ଜଣଙ୍କର ମୁତ୍ୟୁ ହୋଇଛି।

Share

Leave a Reply

Your email address will not be published. Required fields are marked *

two + two =