Latestରାଜ୍ୟ କୋଏଲ ନଦୀରେ ଭାସିଗଲେ ଯୁବକ September 28, 2018 admin ରାଉଲକେଲା—କୋଏଲ ନଦୀରେ ଗାଧୋଉଥିବା ବେଳେ ଚାରିଜଣ ଯୁବକ ଭାସିଯାଇଛନ୍ତି । ସ୍ଥାନୀୟ ଲୋକ ମାନେ ୩ଜଣଙ୍କୁ ଉଦ୍ଧାର କରିଛନ୍ତି । ଅନ୍ୟ ଜଣେ ଯୁବକ ଏପର୍ଯ୍ୟନ୍ତ ନିଖୋଜ ଅଛନ୍ତି ।ଉଦ୍ଧାର କାର୍ଯ୍ୟ ଚାଲୁ ରହିଛି ।ବିଶ୍ରାଥାନା ଅନ୍ତର୍ଗତ ତେତେରକେଲ ଠାରେ ୪ଜଣ ଯୁବକ କୋଏଲ ନଦୀ ଗାଧୋଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । Share