ଭଦ୍ରକର କ୍ୱାରେଣ୍ଟିନ କେନ୍ଦ୍ରରେ ଯୁବକଙ୍କ ମୃତ୍ୟୁ

ଭଦ୍ରକ() ଭଦ୍ରକ ଜିଲ୍ଲାରେ ରାନ୍ଦିଆସ୍ଥିତ କ୍ୱାରେଣ୍ଟିନ ହୋମରେ ଥିବା ଏକ ଯୁବକଙ୍କ ମୃତ୍ୟୁ ହୋଇଛି । ଗତ ୨୫ତାରିଖରୁ ଝାଡ଼ଖଣ୍ଡର ଜଣେ ଯୁବକ କ୍ୱାରେଣ୍ଟିନରେ ରହିଥିଲେ । ଯୁବକଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଛି । ଏହାସହ ପୋଷ୍ଟମର୍ଟମ ପରେ ଯୁବକଙ୍କ ମୃତ୍ୟୁର କାରଣ ଜଣାପଡ଼ିବ । ତାଙ୍କର କରୋନାରେ ମୃତ୍ୟୁ ହୋଇଥିବା ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏହାର ସତ୍ୟାସତ୍ୟ ଜାଣିବା ପାଇଁ ପୋଷ୍ଟମର୍ଟମ ସହ ପୋଲିସ ତଦନ୍ତ ଆରମ୍ଭ କରିଛି ।

Share

Leave a Reply

Your email address will not be published. Required fields are marked *

14 − 6 =