ରାଜ୍ୟରେ ଆଉ ୨ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱ() ରାଜ୍ୟରେ ଆଉ ୨ ଜଣ କରୋନା ପଜିଟିଭ ଚିହ୍ନଟ । ଚିହ୍ନଟ ହୋଇଥିବା ପଜିଟିଭ ବଲାଙ୍ଗିର ଜିଲ୍ଲାର । ୨ ଆକ୍ରାନ୍ତ  ଯୁବକ ହୋଇଥିବା ବେଳେ ତାମିଲନାଡୁ ଫେରନ୍ତା ବୋଲି ସୂଚନା ମିଳିଛି । ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟା ଓ୍ବାବସାଇଟ ପଖ୍ୟରୁ ସୂଚନା ମିଳିଛି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪୫କୁ ବୃଦ୍ଧି ହୋଇଛି ।
ଏବେ ୧୦୩ ଜଣ ଚିକିତ୍ସିତ ହେଉଛନ୍ତି । ୪୧ ଜଣ ସୁସ୍ଥ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି ।

Share

Leave a Reply

Your email address will not be published. Required fields are marked *

15 − two =