ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ପାର

ନୂଆଦିଲ୍ଲୀ() ସାରା ଦେଶରେ ନିଜର କାୟା ବିସ୍ତାର କରିବାରେ ଲାଗିଛି କରୋନା ମହାମାରୀ । ଏହାରି ମଧ୍ୟରେ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ଟପିଛି । ବର୍ତ୍ତମାନ ଦେଶରେ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୮୪୨ କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୦୬୯ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ୭୯ ହଜାର ୪୭୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୬୪ ଲକ୍ଷ ୭୩ ହଜାର ୫୪୪ କୁ ବୃଦ୍ଧି ପାଇଛି ।
ଆନ୍ଧ୍ରପ୍ରଦେଶ : ୫୯୦୦
ଆସାମ : ୭୨୧
ବିହାର : ୯୧୦
ଛତିଶଗଡ଼ : ୧୦୦୨
ଦିଲ୍ଲୀ : ୫୪୩୮
ଗୋଆ : ୪୪୨
ଗୁଜୁରାଟ : ୩୪୭୫
ହରିୟାଣା : ୧୪୨୫
ହିମାଚଳ ପ୍ରଦେଶ : ୨୦୨
ଜାମ୍ମୁକାଶ୍ମୀର : ୧୨୧୨
ଝାରଖଣ୍ଡ : ୭୨୯
କର୍ଣ୍ଣାଟକ : ୯୧୧୯
କେରଳ : ୭୯୧
ମଧ୍ୟପ୍ରଦେଶ : ୨୩୭୨
ମହାରାଷ୍ଟ୍ର : ୩୭୪୮୦
ଓଡ଼ିଶା : ୮୭୫
ପଞ୍ଜାବ : ୩୫୦୧
ରାଜସ୍ଥାନ : ୧୫୧୬
ତାମିଲନାଡୁ : ୯୬୫୩
ତେଲେଙ୍ଗାନା : ୧୧୫୩
ତ୍ରିପୁରା : ୨୮୯
ଉତରାଖଣ୍ଡ : ୬୩୬
ଉତରପ୍ରଦେଶ : ୫୯୧୭
ପଶ୍ଚିମବଙ୍ଗ : ୫୦୭୦

Share

Leave a Reply

Your email address will not be published. Required fields are marked *

5 × three =