ଅମିତ ଶାହାଙ୍କ ସହ କଥା ହେଲେ ନବୀନ

ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୟୁକ୍ରେନରେ ଫସିଥିବା ଓଡିଆ ଛାତ୍ରଛାତୀଙ୍କ ସୁରକ୍ଷା ସମ୍ପର୍କରେ କଥାହେଲେ । ଫସିଥିବା ଓଡିଆ ପିଲାଙ୍କ ସୁରକ୍ଷିତ ଉଦ୍ଧାର ନେଇ ନିବେଦନ କଲେ । ଫସିଥିବା ଓଡିଆ ଛାତ୍ରଛାତ୍ରୀ, ଶ୍ରମିକଙ୍କୁ ଉଦ୍ଧାର ପାଇଁ ନିବେଦନ । ୟୁକ୍ରେନ ସରକାରଙ୍କ ସହ ଯୋଗାଯୋଗରେ ଥିବା କହିଲେ ଅମିତ ଶାହା । ଉଦ୍ଧାର ନେଇ ଭାରତ ସରକାର ୟୁକ୍ରେନ ସହ ଯୋଗାଯୋଗରେ ଅଛନ୍ତି । ଯଥାସମ୍ଭବ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ନେଇ ଉଦ୍ୟମ ଜାରି ଥିବା କହିଲେ ।

Share

Leave a Reply

Your email address will not be published. Required fields are marked *

five × two =