ଓଡ଼ିଶା ହେବ ବସ୍ତି ମୁକ୍ତ

ଭୁବନେଶ୍ୱର: ୨୦୨୩ ସୁଦ୍ଧା ବସ୍ତି ମୁକ୍ତ ହେବ ଓଡ଼ିଶା । ବସ୍ତି ବାସିନ୍ଦାଙ୍କ ନିକଟରେ ସରକାର ପହଞ୍ଚାଇବେ ସମସ୍ତ ପ୍ରକାରର ସୁବିଧା । ୨୯୯୨ ବସ୍ତିର ୭୦ ହଜାର ଲୋକଙ୍କୁ ଦିଆଯିବ ସରକାରୀ ପଟ୍ଟା। ଅନ୍ୟ ଜନବସତି ଭଳି ବସ୍ତି ଗୁଡ଼ିକର ବି କରାଯିବ ବିକାଶ। ବସ୍ତିରେ ବିଜୁଳି, ପରିମଳ, ସ୍ବାସ୍ଥ୍ୟ ଶିକ୍ଷା ଉପରେ ଦିଆଯିବ ଗୁରୁତ୍ବ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ବସ୍ତିରେ କରାଯିବ ଉନ୍ନତିକରଣ। ପୌରାଞ୍ଚଳକୁ ମିଳୁଥିବା ଅନୁଦାନରୁ ୨୫ ପ୍ରତିଶତ ବସ୍ତିରେ ଖର୍ଚ୍ଚ ହେବ। ଏନେଇ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି।

Share

Leave a Reply

Your email address will not be published. Required fields are marked *

16 + seven =