ବାଜପେୟୀଙ୍କ ଚିତାଭସ୍ମ ପ୍ରତିଟି ଜିଲ୍ଲା ନଦୀରେ ବିସର୍ଜିତ ହେବ

ଭୁବନେଶ୍ବର: ବିଜେପିର ସମସ୍ତ ଜିଲ୍ଲା ସଭାପତିମାନଙ୍କୁ ଆଜି ବାଜପେୟୀଙ୍କ ଚିତାଭସ୍ମ କଳସ ପ୍ରଦାନ କରାଯାଇଛି। ବାଜପେୟୀଙ୍କ ଚିତାଭସ୍ମ ରାଜ୍ୟର ସବୁ ନଦୀଗୁଡିକରେ ବିସର୍ଜିତ ହେବ। ଗତକାଲି  ଏ ସମ୍ପର୍କରେ ସୂଚନା ଦେଇ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଅଟଳଜୀଙ୍କ ଚିତାଭସ୍ନ ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ଋଷିକୁଲ୍ୟା, ବୁଢ଼ା ବଳଙ୍ଗ, ସୁବର୍ଣରେଖା ଓ ଅଙ୍ଗ ଆଦି ପବିତ୍ର ନଦୀ ଜଳରେ ବିସର୍ଜନ କରାଯିବ ।

Share

Leave a Reply

Your email address will not be published. Required fields are marked *

16 − four =