୮ଟି ଜିଲ୍ଲାରେ ଲଘୁଚାପଜନୀତ ବର୍ଷା ସମ୍ଭାବନା

ଭୁବନେଶ୍ବର: ପାଣିପାଗ କେନ୍ଦ୍ର ପୂବର୍ାନୁମାନ ଅନୁସାରେ  ଉତ୍ତରପଶ୍ଚିମ ବଙ୍ଗୋପସାଗର ଆଖପାଖରେ ଏକ ଲଘୁଚାପ ସୃଷ୍ଟି ହୋଇଛି। ଧୀରେ ଧୀରେ ଏହା ଘନିଭୂତ ହେଉଛି। ଏହାର ପ୍ରଭାବରେ ଆଜିଠୁ ୨୮ ତାରିଖ ଯାଏ ରାଜ୍ୟରେ ବର୍ଷା ଲାଗି ରହିବ। ପଶ୍ଚିମ, ଆଭ୍ୟନ୍ତର ଓ ଉପକୂଳ ଓଡ଼ିଶାରେ ଆଜି ବର୍ଷା ହେବ। ଆସନ୍ତାକାଲିଠୁ ୮ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ଏହି ଜିଲ୍ଲାଗୁଡ଼ିକ ହେଉଛି ବଲାଙ୍ଗିର, କଳାହାଣ୍ଡି, ସମ୍ବଲପୁର, ରାୟଗଡ଼ା, ବରଗଡ଼, ସୁନ୍ଦରଗଡ଼, ନୂଆପଡ଼ା ଓ ସୋନପୁର। ଏହି ସମୟରେ ଘଡ଼ଘଡ଼ି ମଧ୍ୟ ମାରିବ।ପାଣିପାଗ କେନ୍ଦ୍ର ତରଫରୁ ମସ୍ତ୍ୟଜିବୀ ମାନଙ୍କୁ ସତର୍କ ସୂଚନା ଜାରି ା

Share

Leave a Reply

Your email address will not be published. Required fields are marked *

12 − 2 =