ଯୋଗ୍ୟତା ଭିତ୍ତିରେ ଅତିରିକ୍ତ ସଚିବ ପଦକୁ ମିଳିବ ପଦୋନ୍ନତି

ଋାଜ୍ୟ ମନ୍ତ୍ରୀମଣ୍ଡଳ ବୈଠକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧକ୍ଷତାରେ ଅନୁÂିତ ହୋଇ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି । ଏହି ନିଷ୍ପତି ଅନୁଯାଇ ଏଣିକି ଯୋଗ୍ୟତା ଭିତ୍ତିରେ ଯୁଗ୍ମ ଶାସନ ସଚିବରୁ ଅତିରିକ୍ତ ଶାସନ ସଚିବଙ୍କୁ ପଦୋନ୍ନତି ଦିଆଯିବାକୁ ସ୍ଥିର କରାଯାଇଛି । ସେହିପରି ଓଡିଶା ପୋଲିସ ସେବା ବିଭାଗୀୟ ପଦୋନ୍ନତି କମିଟି ପୂନର୍ଗଠିତ ହେବା ସହିତ ଓଡିଶା ସଚିବାଳୟ ସେବା ନିୟମ ୨୦୧୬ର ସଂଶୋଧନ କରିବାକୁ ମଧ୍ୟ ନିଷ୍ପତି ନିଆଯାଇଛି ।

Share

Leave a Reply

Your email address will not be published. Required fields are marked *

sixteen + 10 =