ଏନଏଚଏମ ଅଫିସରେ ଅଗ୍ନିକାଣ୍ଡ

ଭୁବନେଶ୍ୱର ୟୁନିଟ ୮ରେ ଥିବା ଏନଏଚଏମ ଅଫିସରେ ନିଆଁ ଲାଗି କେତେକ ଆବଶ୍ୟକୀୟ କାଗଜପତ୍ର ଓ ଫାଇଲ ପୋଡିଯାଇଥିବା ଖବର ମିଳିଛି । ୮ନମ୍ବର ୟୁନିଟ ଠାରେ ଏହି ଅଫିସର ଦ୍ୱିତୀୟ ମହଲାରେ ଆକସ୍ମିକ ଅଗ୍ନିକାଣ୍ଡ ଘଟି ଏହି କ୍ଷୟକ୍ଷତି ହୋଇଥିଲା । ତେବେ ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ ।ବର୍ତ୍ତମାନ ନିଆଁକୁ ଆୟତ କରାଯାଇଛି । ଅଗ୍ନିକାଣ୍ଡର କାରଣ ଓ କ୍ଷୟକ୍ଷତି ସମ୍ପର୍କରେ ଆକଳନ କରାଯାଉଛି ।

Share

Leave a Reply

Your email address will not be published. Required fields are marked *

two × 3 =