ଫେବୃଆରୀ 4ରୁ ବିଧାନସଭା, 7ରେ ଆସିବ କାମଚଳା ବଜେଟ

ଭୁବନେଶ୍ୱର () ଆସନ୍ତା ଫେବୃଆରୀ 4ରୁ ବିଧାନସଭାର ବଜେଟ ଅଧିବେଶନ । 12 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନରେ ରହିଛି 7ଟି କାର୍ଯ୍ୟଦିବସ । 7 ତାରିଖରେ ଆସିବ 2010-20 ଆର୍ଥିକ ବର୍ଷର ପ୍ରଥମ 4 ମାସ ପାଇଁ କାମଚଳା ବଜେଟ । ମାର୍ଚ୍ଚରୁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବାର ସମ୍ଭାବନା ଥିବାରୁ ସରକାର ଫେବୃୟାରୀରେ କାମଚଳା ବଜେଟ ଆଣିବେ । ବିଧାନସଭା ସଚିବାଳୟ ପକ୍ଷରୁ ଏହି ଅଧିବେଶନ ସଂକ୍ରାନ୍ତ ପ୍ରସ୍ତାବ ମଞ୍ଜୁରୀ ପାଇଁ ରାଜ୍ୟପାଳଙ୍କ ପାଖକୁ ଯାଇଛି ।

Share

Leave a Reply

Your email address will not be published. Required fields are marked *

2 × three =