ଲିଙ୍ଗରାଜଙ୍କ ଚତୁଃପାଶ୍ୱର୍ରୁ ଉଚ୍ଛେଦ ଜାରି ରହିବ: BMC କମିଶନର

ଭୁବନେଶ୍ୱର() ଲିଙ୍ଗରାଜଙ୍କ ଚତୁଃପାଶ୍ୱର୍ରୁ ଉଚ୍ଛେଦ ଜାରି ରହିବ କହିଲେ BMC କମିଶନର ପ୍ରେମ ଚାନ୍ଦ । ଉଚ୍ଛେଦ ନେଇ ୧୦ ଜଣିଆ କମିଟି ସହ ବୈଠକ ପରେ କମିଶନର ସୂଚନା ଦେଇଛନ୍ତି । ସ୍ଥିତିବାନ ସମ୍ପତି ଯାହାର ରହିଛି , ସେଥିପାଇଁ ଆଇନ ଅନୁସାରେ ବ୍ୟବସ୍ଥା ହେବ । କ୍ଷୁଦ୍ର ବ୍ୟବସାୟୀଙ୍କୁ ଆଜି ସନ୍ଧ୍ୟା ସୁଦ୍ଧା ଥଇଥାନର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି କମିଶନର । ତାସହ ଉଚ୍ଛେଦ ପରବର୍ତ୍ତୀ ସୌନ୍ଦର୍ଯ୍ୟକରଣ ନେଇ ବ୍ଲୁ ପି୍ରଣ୍ଟ ପସ୍ତୁତି ଚାଲିଛି ବୋଲି କହିଛନ୍ତି କମିଶନର ।

Share

Leave a Reply

Your email address will not be published. Required fields are marked *

5 × five =