ସୀମାନ୍ତରୁ ଜବତ ହେଲା ୧୧କୋଟି

ଓଡିଶା ସୀମାନ୍ତରୁ ୧୦ କୋଟିରୁ ଉର୍ଦ୍ଧ ଟଙ୍କା ଜବତ କରାଯାଇଛି । ଏହି ଟଙ୍କା ଛତିଶଗଡରୁ ଆଗ୍ରା ଯାଉଥିବା ଜଣାପଡିଛି । ଏହି ଟଙ୍କା ସହିତ ୩ଜଣ ଯୁବକ ଓ ଜଣେ ମହିଳାଙ୍କୁ ପୋଲିସ ଅଟକରଖି ପଚରାଉଚରା କରାଯାଉଛି । ମାଲକାନାଗିରି ଠାରେ ଏକ ଟୟଟା କାରରୁ ଏହି ଟଙ୍କା ଜବତ କରାଯାଇଛି । ଏହି କାରରୁ ଜବତ ହୋଇଥିବା ଟଙ୍କାର ପରିମାର ୧୦କୋଟି ୯୦ଲକ୍ଷ ଟଙ୍କା ବୋଲି ଜଣାପଡଇଛି । ଏହି ଟଙ୍କା କାହାର କେଉଁ ଉଦେ୍ଧଶ୍ୟରେ ଚାଲାଣ ହେଉଥିଲା ସେ ସମ୍ପର୍କରେ ତଦନ୍ତ ଜାରି ରହିଛି ।

Share

Leave a Reply

Your email address will not be published. Required fields are marked *

eleven − five =