ରାଜ୍ୟସ୍ତରୀୟ ପୁଂଟବଲ ଟୁର୍ଣ୍ଣାମେଂଟ୍ : କଟକ ସ୍ପୋଟ୍ସ ହଷ୍ଟେଲ ଚାମ୍ପିଆନ

ଯାଜପୁର ଟାଉନ : ଯାଜପୁର କବିରପୁର ଠାରେ ଅଶୋକ ଦାସ ମେମୋରିଆଲ ରାଜ୍ୟସ୍ତରୀୟ ପୁଂଟବଲ ଟୁର୍ଣ୍ଣାମେଂଟ୍ ଅନୁଷ୍ଠିତ ହୋଇଯାଇଛି । ଫାଇନାଲ ମ୍ୟାଚରେ ବାରିପଦା ସ୍ପୋଟ୍ସ ହଷ୍ଟେଲ କୁ ପରାସ୍ତ କରି କଟକ ସ୍ପୋଟ୍ସ ହଷ୍ଟେଲ ଚାମ୍ପିଆନ ହୋଇଛି ।
ଏହି ଅବସରରେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଭୟ ଚାମ୍ପିଆନ ଓ ରନର୍ସ ଅପ ଦଳକୁ ପୁରସ୍କୃତ କରିଥିଲେ ।

ଏଥିରେ ଯାଜପୁର ବ୍ଲକ ଅଧ୍ୟକ୍ଷ ପ୍ରଦୀପ ନାୟକ,ଜିଲାପରିଷଦ ସଦସ୍ୟ ଗଣେଷ ମହାକୁଡ ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ ହୋଇଥିଲେ ।

Share

Leave a Reply

Your email address will not be published. Required fields are marked *

12 + 18 =