ଗୋଟିଏ ଗ୍ରୃପରେ ଭାରତ- ପାକିସ୍ତାନ

ନୂଆଦିଲ୍ଲୀ: ଆସିଲା ଟି-୨୦ ବିଶ୍ୱକପ ତାଲିକା । ୟୁଏଇରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱକପରେ ଭାରତ ଏବଂ ତାର ପାରମ୍ପରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନ ଗୋଟିଏ ଗ୍ରୃପରେ ରହିଛନ୍ତି । ସୁପର ୧୨ ଗ୍ରୃପରେ ରହିଛନ୍ତି ଏହି ୨ ଟିମ୍ । ତେବେ ଲିଗ ମ୍ୟାଚରୁ ହିଁ ରୋମାଞ୍ଚକ ହେବ ବୋଲି କ୍ରିକେଟ ପ୍ରେମୀମାନେ ଆଶା ରଖିଛନ୍ତି । ତେବେ ଭାରତରେ ଚଳିତ ବିଶ୍ୱକପ ଅନୁଷ୍ଠିତ ହେବାକୁ ଥିଲା ମାତ୍ର କରୋନା ଲାଗି ଏହା ସ୍ଥାନାନ୍ତରିତ ହୋଇଛି ।

Share

Leave a Reply

Your email address will not be published. Required fields are marked *

1 × 4 =