ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣରଙ୍କ ଇସ୍ତଫା

ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ତାଙ୍କ ପଦବିରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କ ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଇଛନ୍ତି ବୋଲି କହିଛନ୍ତି । କିନ୍ତୁ ପ୍ରକୃତରେ ଗତ କିଛିଦିନ ହେଲା ତାଙ୍କର କେନ୍ଦ୍ର ସରକାରଙ୍କ ସହିତ ଭଲ ସମ୍ପର୍କ ନଥିଲା ଓ କେନ୍ଦ୍ର ସରକାରଙ୍କର କିଛି ଆର୍ଥିକ ନୀତିକୁ ନେଇ ସେ ଅସନ୍ତୁÂ ଥିଲେ ସେଥିପାଇଁ କେନ୍ଦ୍ର ସରକାର ଓ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣରଙ୍କ ମଧ୍ୟରେ ତିକ୍ତତା ଲାଗି ରହିଥିଲା ଶ୍ରୀ ପଟେଲଙ୍କ ଇସ୍ତଫାକୁ ନେଇ ନାନାକଥା ଶୁଣାଯାଉଛି ।

Share

Leave a Reply

Your email address will not be published. Required fields are marked *

three × three =