ଭୁବନେଶ୍ୱର ହେବ ଭୀକାରୀମୁକ୍ତ

ଭୁବନେଶ୍ୱର: ଆଉ ହାଟ ବାଟରେ ରହିବେନି ଭୀକାରୀ । ରାଜଧାନୀକୁ ଭୀକାରୀମୁକ୍ତ କରାଯିବା ନେଇ ଆସିଛି ଖବର । ବିଏମସି, କମିଶନରେଟ୍ ପୋଲିସ ଓ ୩ ସ୍ୱେଚ୍ଛୋସେବୀ ସଂଗଠନର ମିଳିତ ପ୍ରୟାସରେ ଏହା କରାଯିବ ବୋଲି ସୂଚନା ମିଳିଛି । ଆଜି ଏନେଇ ବିଏମସି ପକ୍ଷରୁ ସୂଚନା ମିଳିଛି । ତେବେ ଏହା ଖୁବଶୀଘ୍ର କାର୍ଯ୍ୟକାରୀ ହେବ ବୋଲି କୁହାଯାଇଛି । ଭୀକାରୀଙ୍କୁ ଚିହ୍ନଟ କରି ସେମାନଙ୍କୁ ଥଇଥାନ କରାଯିବ । ଏବଂ ସେମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରାଯିବା ନେଇ ବିଭିନ୍ନ ପନ୍ଥା ମଧ୍ୟ ଆପଣାଇଯାଇପାରେ ବୋଲି କୁହାଯାଇଛି ।

Share

Leave a Reply

Your email address will not be published. Required fields are marked *

6 − two =