ଗିରଫ ହେଲେ ବିଧାୟକ

ଜୟପୁର () ଗିରଫ ହେଲେ ଭବାନୀପାଟଣାର ପୂର୍ବତନ ବିଜେଡି ବିଧାୟକ ଅନାମ ନାୟକ । ଅନାମ ନାଏକଙ୍କୁ ଆଜି ଭିଜିଲାନ୍ସ ଗିରଫ କରିଛି । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଗିରଫ ହୋଇଛନ୍ତି ବିଧାୟକ । ଅନାମଙ୍କ ଗିରଫ ନେଇ ଜୟପୁର ଭିଜିଲାନ୍ସ ସୂଚନା ଦେଇଛନ୍ତି । ନିକଟରେ ଅନାମଙ୍କ ଘରେ ରେଡ କରିଥିଲା ଭିଜିଲାନ୍ସ । ଘର ସହ ହୋଟେଲ ମଧ୍ୟ ରୋଡ କରିଥିଲା ଭିଜିଲାନ୍ସ । ୨୦୧୪ରୁ ୨୦୧୯ ଯାଏ ଭବାନୀପାଟଣା ବିଧାୟକ ଥିଲେ ଅନାମ ।

Share

Leave a Reply

Your email address will not be published. Required fields are marked *

fifteen + three =