ଆସିଲା ସୌମ୍ୟଙ୍କ ପୋଷ୍ଟମଟମ ରିପୋର୍ଟ

କଟକ: ବହୁ ଚର୍ଚ୍ଚିତ ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁକୁ ନେଇ ରହସ୍ୟ ଲାଗି ରହିଥିବା ବେଳେ ଆଜି ଆସିଛି ପୋଷ୍ଟମଟମ ରିପୋର୍ଟ । ତାଙ୍କ ଶରୀରର ୯୫ ଶତକଡ଼ା ପୋଡ଼ି ହୋଇଯାଇଥିବା ବେଳେ ଦେହରୁ କିରୋସିନ ଗନ୍ଧ ବାହାରୁ୍‌ଥିଲା । ଏପରିକି ପୋଷ୍ଟମଟମ କରିବାର ୬ ଘଣ୍ଟା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିବା ରିପୋର୍ଟରେ ଲେଖାଯାଇଛି । କଟକ ମର୍କତନଗର ଥାନାରୁ ସୌମ୍ୟଙ୍କ ବଡ଼ଭାଇ ଏବଂ ବାପା ରିପୋର୍ଟ ନେଇଛନ୍ତି । ପାକସ୍ଥଳି ଖାଲିଥିବାରୁସେଥିରୁ ଗନ୍ଧ ବାହାରିଥିବା କୁହାଯାଇଛି ।

Share

Leave a Reply

Your email address will not be published. Required fields are marked *

6 + 12 =