ମୁଖାପିନ୍ଧା ଦୁର୍ବୃର୍ତ ଲୁଟିନେଲେ ୩୦ ଲକ୍ଷ

ଭଦ୍ରକ—ସ୍ଥାନୀୟ ଗେଲ୍ଟିଆ କୁଆପଦା ଠାରେ ମୁଖାପିନ୍ଧା ଦୁର୍ବୃର୍ତମାନେ ବନ୍ଧୁକ ଦେଖାଇ ବ୍ୟାଙ୍କ କର୍ମଚାରୀଙ୍କ ଠାରୁ ୩୦ଲକ୍ଷ ଟଙ୍କା ଲୁଟିନେଇଥିବା ଅଭିଯୋଗ ହୋଇଛି । ୩ ଜଣ ଦୁର୍ବୃର୍ତ ମୁଖା ପିନ୍ଧି ଏକ ପଲସର ଯୋଗେ ଆସି ବ୍ୟାଙ୍କ କର୍ମଚାରୀଙ୍କୁ ବନ୍ଧୁକ ଓ ଭୁଜାଲି ଦେଖାଇ ଟଙ୍କା ଲୁଟିନେଇଥିବା ଅଭିଯୋଗ ହୋଇଛି । ୟୁକୋ ବ୍ୟାଙ୍କର କର୍ମଚାରୀ ଭଦ୍ରକ ଶାଖାରୁ ଟଙ୍କା ନେଇ ଜଳଙ୍ଗ ଶାଖାକୁ ଯାଉଥିବା ବେଳେ ଦୁର୍ବୃର୍ତ ମାନେ ତାଙ୍କୁୁ ଭୟଭୀତ କରାଇ ଟଙ୍କା ଲୁଟି ନେଇଥିଲେ ।ପୁଲିସ ଘଟଣାର ତଦନ୍ତ କାରୁଛି ।

Share

Leave a Reply

Your email address will not be published. Required fields are marked *

seven − one =