ପାଇକମାଳରେ ମୁଖ୍ୟମନ୍ତ୍ରୀଙ୍କ ଉଦବୋଧନ

ପାଇକମାଳରେ ମୁଖ୍ୟମନ୍ତ୍ରୀଙ୍କ ଉଦବୋଧନ । ପାଇକମାଳରେ ସିଏଚସି ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୁଣି ଥରେ ପାଇକମାଳ ଆସି ମୁଁ ବହୁତ ଖୁସି । ମିଶନ ଶକ୍ତି ମା ମାନେ ବହୁତ ଭଲ କାମ କରୁଛନ୍ତି । ସେଥିପାଇଁ ମା ମାନଙ୍କୁ ୧ କୋଟି ୨୩ ଲକ୍ଷର ସହାୟତା ରାଶି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । କଥା ନୁହେଁ ମୁଁ କାମରେ ବିଶ୍ୱାସ କରେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Share

Leave a Reply

Your email address will not be published. Required fields are marked *

19 − eighteen =