ନୀରଜଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ଜାଭେଲିନ ତାରକା ନୀରଜ ଚୋପ୍ରା ପ୍ରଥମ ଭାରତୀୟ ଆଥଲେଟ ଭାବେ ଜୁରିଚ ଡାଏମଣ୍ଡ ଲିଗ ଟାଇଟଲ ଜିତିଛନ୍ତି । ନୀରଜ ୮୮.୪୪ ମିଟର ଯାଏଁ ଜାଭେଲିନ ଫିଙ୍ଗି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଏହି ଉଲ୍ଲେଖନୀୟ ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଆଗକୁ ମଧ୍ୟ ନୀରଜ ସଫଳତା ହାସଲ କରିବା ଜାରି ରଖିବେ ବୋଲି ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି।

Share

Leave a Reply

Your email address will not be published. Required fields are marked *

eight + 13 =