ଲଭ୍ ଜିହାଦ ମାମଲାରେ ୧୦ ବର୍ଷ ଜେଲ ଦଣ୍ଡ ଆଇନ୍

ଅହମଦାବାଦ: ଗୁଜୁରାଟରେ ନୂଆ ନିୟମ । ଲଭ୍‌ହିହାଦ ମାମଲାରେ ୧୦ ବର୍ଷ ଜେଲ ଦଣ୍ଡ ଦିଆଯିବା ନେଇ ସୂଚନା ଦେଲେ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ । ଲଭ୍ ଜିହାଦ୍ ଆଇନ୍ ଆସନ୍ତା ଜୁନ୍ ୧୫ ତାରିଖ ଠାରୁ ଲାଗୁ କରିବାକୁ ନିଷ୍ପତ୍ତି ହୋଇଛି । ଏହି ଆଇନକୁ ରାଜ୍ୟରେ ଲାଗୁ ହେବାକୁ ଯାଉଥିବା ଏହି ଆଇନ୍ ବଳରେ କୌଣସି ପ୍ରକାରରେ ହିଂସାତ୍ମକ ପଦ୍ଧିତି ମାଧ୍ୟମରେ କାହାର ଧର୍ମ ପରିବର୍ତ୍ତନ କରାଯାଇପାରିବ ନାହିଁ ।

Share

Leave a Reply

Your email address will not be published. Required fields are marked *

1 + five =