ଟ୍ରମ୍ପ ଓ ପତ୍ନୀ ମେଲାନିଆ କରୋନା ପଜିଟିଭ

ନୂଆଦିଲ୍ଲୀ()  କରୋନାରେ ଅଧିକ ପ୍ରଭାବିତ ହେଉଥିବା ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଏହାର କବଜାକୁ ଆସିଛନ୍ତି । ଏନେଇ ଆଜି ସକାଳେ ଟ୍ରମ୍ପ ଟ୍ୱିଟ ଜରିଆରେ କହିଛନ୍ତି ଯେ, ସେ ଓ ତାଙ୍କ ପତ୍ନୀ ମେଲାନିଆ ଟ୍ରମ୍ପଙ୍କର ରିପୋର୍ଟ କରୋନା ପଜିଟିଭ୍ ଆସିଛି ।

ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିବା ପରେ ଦୁହେଁ କ୍ୱାରେଣ୍ଟାଇନରେ ରହିଛନ୍ତି ।

Share

Leave a Reply

Your email address will not be published. Required fields are marked *

nineteen + six =