ଏକଜିଟ୍ ପୋଲର ପରିଣାମ ଆସିବା ପରେ କଣ କହିଲେ ରାମଦେବ, ଜାଣନ୍ତୁ

ଏକଜିଟ୍ ପୋଲର ପରିଣାମ ସାମନାକୁ ଆସିବା ପରେ ଚର୍ଚ୍ଚାରେ ବାବା ରାମଦେବଙ୍କ ଟ୍ୱିଟ । କାଳି ଲାଗିଥିବା ଆଙ୍ଗୁଠି ଦେଖାଇ ସେ ଟ୍ୱିଟରରେ ଏକ ଫଟୋ ପୋଷ୍ଟ କରିଛନ୍ତି । ଆଉ ଲେଖିଛନ୍ତି ବେଦ ଓ ଋଷିଙ୍କ କଥା ହିଁ ସତ ସାବ୍ୟସ୍ତ ହେଉଛି । ସେ ସ୍ପଷ୍ଟ ଭାବେ କୌଣସି ଦଳର ନାମ ନେଇ ନଥିବାବେଳେ ତାଙ୍କ ପୋଷ୍ଟ କାହାକୁ ଆଡକୁ ଦର୍ଶାଉଛି ତାହା ସ୍ପଷ୍ଟ ଜଣାପଡୁଛି ।

୨୦୧୪ରେ ନରେନ୍ଦ୍ର ମୋଦିଙ୍କୁ ସମର୍ଥନ କରୁଥିବା ବାବା ରାମଦେବ ୨୦୧୯ରେ ବିଜେପି ପାଇଁ ପ୍ରଚାର କରିବାକୁ ମନା କରିଦେଇଥିଲେ । ୫ ବର୍ଷ ପୂର୍ବେ ନିଜ ସମର୍ଥକଙ୍କୁ ମୋଦିଙ୍କୁ ଭୋଟ୍ ଦେବାକୁ ଅପିଲ କରିଥିଲେ ।

Share

Leave a Reply

Your email address will not be published. Required fields are marked *

15 + 2 =