ରାଜଭବନ ଆଗରେ ବିଜେଡିର ବିକ୍ଷୋଭ ଆୟୋଜନ

ଭୁବନେଶ୍ୱର—ତେଳ ଓ ଗ୍ୟାସ ଦର ବୃଦ୍ଧି ବିରୋଧରେ ବିଜେଡି ଭୁବନେଶ୍ୱର ରାଜଭବନ ସମ୍ମୁଖରେ ଆନ୍ଦୋଳନ କରିବ ବୋଲି ଘୋଷଣା କରିଛି । ବିଜେଡି ସାଧାରଣ ସମ୍ପାଦକ ଶ୍ରୀ ଅରୁଣ ସାହୁ ଏଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ ଅକ୍ଟୋବର ୧ ତାରିଖ ଦିନ ବିଜେଡି ରାଜଭବନ ସମ୍ମୁଖରେ ବିକ୍ଷୋଭ କରିବ । ଏଥିରେ ବିଜେଡିର ଛାତ୍ର ଯୁବକ ,ମହିଳା, ବିଧାୟକ ଓ ମନ୍ତ୍ରୀ ମାନେ ଯୋଗ ଦେବେ ।

Share

Leave a Reply

Your email address will not be published. Required fields are marked *

5 × one =