ହାଇକୋର୍ଟର ରାୟ କାଏମ ରଖିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ–ପୌର ସଂସ୍ଥା ନିର୍ବାଚନରେ ସଂରକ୍ଷଣ ବ୍ୟବସ୍ଥା ନେଇ ସୁପ୍ରିମକୋର୍ଟରୁ ରାଜ୍ୟ ସରକାରଙ୍କୁ ଏକ ଝଟକା ମିଳିଛି । ପୌର ସଂସ୍ଥା ନିର୍ବାଚନରେ ସଂରକ୍ଷଣ ବ୍ୟବସ୍ଥା ୫୦ଭାଗରୁ ଅଧିକ ହୋଇପାରିବ ନାହିଁ ବୋଲି ହାଇକୋର୍ଟ ପୁର୍ବରୁ ରାୟ ଶୁଣାଇଥିଲେ । କିନ୍ତୁ ରାଜ୍ୟ ସରକାର ଏହି ରାୟ ବିରୋଧରେ ସୁପ୍ରିମକୋର୍ଟ ଯାଇଥିଲେ । ସୁପ୍ରିମକୋର୍ଟ ହାଇକୋର୍ଟର ରାୟକୁ କାଏମ ରଖି ରାୟ ଦେବା ପରେ ଓଡିଶା ସରକାରକୁ ଝଟକା ଲାଗିଛି ।
ଏସମ୍ପର୍କରେ ରାଜ୍ୟର ନଗରଉନ୍ନୟନ ମନ୍ତ୍ରୀ ନିରଂଜନ ପୁଜାରୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ରାୟ ମିଳିବା ପରେ ତାକୁ ଅନୁଧ୍ୟାନ କରି ଯାହା ପଦକ୍ଷେପ କରାଯିବ ।

Share

Leave a Reply

Your email address will not be published. Required fields are marked *

one × five =