ଭାରତର ବ୍ୟାଟିଂ ବିପର୍ଯ୍ୟୟ

ଓଭାଲ: ଚତୁର୍ଥ ଟେଷ୍ଟରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ । ୪୩ ରନରେ ଭାରତ ୩ଟି ୱିକେଟ ହରାଇ ସାରିଲାଣି । ଦୁଇ ଓପନର ବ୍ୟାଟ୍ସମ୍ୟାନ ରୋହିତ, ରାହୁଲ ଏବଂ ଚେତେଶ୍ୱର ପୂଜାରା ଆଉଟ ହୋଇ ପାଭିଲିୟନଫେରିଛନ୍ତି । ଏବେ ବିରାଟ କୋହଲି ଏବଂ ଜାଡେଜା ଏବେ ବ୍ୟାଟିଂ ଜାରି ରଖିଛନ୍ତି । ତେବେ ଭାରତ ବଡ଼ ସ୍କୋର କରିବ ବୋଲି କ୍ରିକେଟ ପ୍ରେମୀମାନେ ଆଶା ରଖିଥିଲେ । ମାତ୍ର ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟ ଫ୍ୟାନ୍ସଙ୍କ ମନକୁ ଦୁଃଖ କରି ଦେଇଛି ।

Share

Leave a Reply

Your email address will not be published. Required fields are marked *

fifteen − 10 =