ମଦଭାଟି ଜାଳିଲେ ମହିଳା

ଦେସି ମଦଭାଟି ଭାଙ୍ଗିବା ସହ ନିଆଁ ଲଗାଇଦେଲେ ସ୍ଥାନିୟ ଶତାଧିକ ମହିଳା । ନୂଆପଡା ଜିଲ୍ଲା ବେଲଟୁକୁରି ବିଶୋରା ଗାଁ ଘଟିଛି ଏହି ଘଟଣା ।ଘଟଣା ସ୍ଥଳରେ ପ୍ରବଳ ପାଟିତୁଣ୍ଡ ,ହୋହାଲ୍ଲା ଏବଂ ଭିକ୍ଷୋପ ପ୍ରର୍ଦଶନ ହୋଇଛି ।

Share

Leave a Reply

Your email address will not be published. Required fields are marked *

4 × 4 =