୬ଟି ଜିଲ୍ଳାକୁ ସଂଙ୍କଟ ସୂଚନା

ଆଜି ରାତି ୯ଟା ପର୍ଯ୍ୟନ୍ତ ପ୍ରବଳ ବର୍ଷା ଓ ଘଡଘଡିର ଆସଙ୍କା । ରାଜ୍ୟର ୬ଟି ଜିଳ୍ଲାରେ ପ୍ରବଳ ବର୍ଷାର ଆସଙ୍କା ରହିଛି ବୋଲି ପାଣିପାଗ ବିଭାଗରୁ ସୂଚନା ମିଳିଛି ।ଏହି ୬ଟି ଜିଲ୍ଳା ମଧ୍ୟରୁ ବାଲେଶ୍ୱର ,ମୟୁରଭଞ୍ଜ,ରାୟଗଡା,ଗଜପତି,କୋରାପୁଟ ଓ କେନ୍ଦୁଝର ଭଳି ଜିଲ୍ଲା ରହିଛି ।

Share

Leave a Reply

Your email address will not be published. Required fields are marked *

five × one =