ପାରା ଅଲିମ୍ପିକ: ହାଇଜମ୍ପରେ ଭାରତକୁ ରୌପ୍ୟ

ଟୋକିଓ: ପାରା ଅଲିମ୍ପିକ୍ସରେ ଭାରତକୁ ମିଳିଛି ଆଉ ଏକ ପଦକ । ହାଇଜମ୍ପରେ ଭାରତକୁ ମିଳିଛି ପଦକ । ହାଇଜମ୍ପରେ ନିଷାଦ କୁମାର ଜିତିଛନ୍ତି ରୌପ୍ୟ ପଦକ । ଏହି ପଦକ ସହ ଭାରତ ଦ୍ୱିତୀୟ ପଦକ ହାସଲ କରିଛି । ସକାଳେ ଭାବିନା ପଟେଲ ଟେବୁଲ ଟେନିସରେ ରୌପ୍ୟ ପଦକ ଜିତିଥିଲେ ।

Share

Leave a Reply

Your email address will not be published. Required fields are marked *

nineteen − 17 =